ସୋପ୍ଷ୍ଟୋନ୍ Sop-shṭon

  • ପ୍ରାଦେ. (କେନ୍ଦୁଝର) ବି — ଖଡ଼ିପଥର — Soap-stone
  • ପ୍ରାଦେ. (କେନ୍ଦୁଝର) ବି — [ଦ୍ର—ଏହା ଈଷତ୍ ଧଳା। ଏଥିରେ ସୁନ୍ଦର ପଥୁରି, ଥାଳି, ଗ୍ଲାସ୍, ଗିନା ପ୍ରଭୃତି ହୁଏ। କ୍ଷେତ୍ରମୋହନ, କେନ୍ଦୁଝର ଭୂଗୋଳ।]