ସୋନ୍ମାଦ Sonmāda

  • ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ+ଉନ୍ମାଦ) — ଉନ୍ମାଦଗ୍ରସ୍ତ; ଉନ୍ମଦିଷ୍ଟୁ — Maddened; become insane; suffering from brain derangement
  • ସଂ. ବିଣ. (ସହାର୍ଥ ବହୁବ୍ରୀହି; ସ+ଉନ୍ମାଦ) — କ୍ଷିପ୍ତ — Intoxicated