ସୋଡ଼କେଇବା Soṟḍ̠keibā

  • ଦେ. କ୍ରି — ହାପୁରିବା; ପାନୀୟଦ୍ରବ୍ୟକୁ ସଡ଼ ସଡ଼ଶବ୍ଦପୂର୍ବକ ମଧ୍ୟକୁ ଶୋଷିବା — To take liquid food into the mouth with a smacking gulp
  • ଦେ. କ୍ରି — ନାକ ବା ତଣ୍ଟିଦ୍ୱାରା ସଡ଼ ସଡ଼ ଶବ୍ଦ କରିବା — To emit a smacking or gurgling sound through the nostrils or the throat