ସୋଡ଼କୀ Soṟḍ̠akī

  • ଦେ. ବିଣ. ସ୍ତ୍ରୀ — ଯେ କୌଣସି ପାନୀୟ ବସ୍ତୁକୁ ସୋଡ଼କାଇ କରି ଖାଏ — (a woman) Habituated to eating things with smacking sound
  • ଦେ. ବିଣ. ସ୍ତ୍ରୀ — [ଦ୍ର—ଏହି ଶବ୍ଦ ଅନ୍ଯ ଶବ୍ଦ ସହିତ ଲାଗେ। ଯଥା— ଦହିସୋଡ଼କୀ।]
  • ଦେ. ବିଣ. ସ୍ତ୍ରୀ — ଯେ ସଡ଼ ସଡ଼ କରେ — Emitting a smacking or gurgling sound
  • ଦେ. ବିଣ. ସ୍ତ୍ରୀ — (ଉ— ସିଙ୍ଘାଣୀନାକୀ ଦହିସୋଡ଼କୀ ଅଇଁଠା ପତର ଖାଏ— ଢଗ।)