ସୋଇ ବଢ଼ନ୍ତି Soi baṟḍ̠hanti
- ପ୍ରାଦେ. (ବାଲେଶ୍ୱର) ବି — ସ୍ୱାଇ ବା ପୁଆଇ ବା 1/4 ସୁଦ ହାରରେ ଧାନ କରଜ ଦିଆଯିବା ରୀତିଦ୍ୱାରା ଆଦାୟ ହେବା ସୁଧ — ସ୍ୱାଇ ବା ପୁଆଇ ବା1/4ସୁଦ ହାରରେ ଧାନ କରଜ ଦିଆଯିବା ରୀତିଦ୍ୱାରା ଆଦାୟ ହେବା ସୁଧ—Interest accruing on paddy lent at the rate of 1/4 or 25 percent per annum interest
- ପ୍ରାଦେ. (ବାଲେଶ୍ୱର) ବି — [ଉ—ଧାନ ବର୍ଷକୁ ସୋଇ ବଢ଼ନ୍ତିରୁ ବେଶି ନୁହେଁ— ଫକାରମୋହନ, ମାମୁ]