ସୈରନ୍ଧ୍ର Sa̲i̱randhra
- ସଂ. ବି. ପୁଂ. (ସ୍ୱୈର=ଇଚ୍ଛାମତ+ଧୃ. ଧାତୁ=ଧାରଣ କରିବା+କର୍ତ୍ତୃ. ଅ, ନିପାତନ; କିମ୍ବା ସୀର= ଲଙ୍ଗଳ+ଧୃ ଧାତୁ+କର୍ତ୍ତୃ. ଅ, ନିପାତନ — କୃଷକ; ଚଷା — A cultivator; a husbandman
- ସଂ. ବି. ପୁଂ. (ସ୍ୱୈର=ଇଚ୍ଛାମତ+ଧୃ. ଧାତୁ=ଧାରଣ କରିବା+କର୍ତ୍ତୃ. ଅ, ନିପାତନ; କିମ୍ବା ସୀର= ଲଙ୍ଗଳ+ଧୃ ଧାତୁ+କର୍ତ୍ତୃ. ଅ, ନିପାତନ — ଗୃହଦାସ; ଗୃହକର୍ମକାରୀ ଭୃତ୍ୟ. (ହି. ଶ) — A menial domestic servant
- ସଂ. ବି. ପୁଂ. (ସ୍ୱୈର=ଇଚ୍ଛାମତ+ଧୃ. ଧାତୁ=ଧାରଣ କରିବା+କର୍ତ୍ତୃ. ଅ, ନିପାତନ; କିମ୍ବା ସୀର= ଲଙ୍ଗଳ+ଧୃ ଧାତୁ+କର୍ତ୍ତୃ. ଅ, ନିପାତନ — ଦସ୍ୟୁପିତା ଓ ଅୟୋଗବଜାତୀୟା ମାତାଙ୍କଠାରୁ ଉତ୍ପନ୍ନ— ସଙ୍କରଜାତିବିଶେଷ (ହି. ଶ) — Name of a low- caste hybrid