ସୈମନ୍ତିକ Sa̲i̱mantika

  • ସଂ. ବିଣ. (ସୀମନ୍ତ+ଇକ) — ସୀମନ୍ତସମ୍ବନ୍ଧୀୟ — Relating to the parting of the hair in the middle of the forehead
  • ବି — ସିନ୍ଦୂର (ଏହା ସୀମନ୍ତରେ ଘେନା ଯାଉଥିବାରୁ) — Vermillion