ସୈନ୍ୟ ବିଭାଗ Sa̲i̱nya bibhāga

  • ସଂ. ବି. ( 6 ଷ୍ଠୀ ତତ୍) — ରାଜକୀୟ ବିଭାଗ ବିଶେଷ; ସୈନ୍ୟମାନଙ୍କର ଯାବତୀୟ କାର୍ଯ୍ୟର ତତ୍ତ୍ୱ ଯେଉଁ ବିଭାଗ ନିଏ — The Army Department