ସୈନ୍ଧୀ Sa̲i̱ndhī

  • ସଂ. ବି. (ସିନ୍ଧୁ+ଈ) — ତାଳାଦିରସ ନିର୍ଯ୍ୟାସ; ଗାଡ଼ି — Intoxicating juice of palm etc; toddy
  • ସଂ. ବି. (ସିନ୍ଧୁ+ଈ) — [ଦ୍ର—ବୈଦ୍ଯକ ମତରେ ଏହା ଶୀତଳ, କଷାୟ ଅମ୍ଳ ଓ ପିତ୍ତଦାହନାଶକ ଓ ବାତବର୍ଦ୍ଧକ।]