ସୈନ୍ଦର୍ୟ୍ୟ ଗୌରବ Sa̲u̲ndarj̄ya ga̲u̲raba

  • ସଂ. ବି. (ମ. ପ. ଲୋ; ସୌନ୍ଦର୍ଯ୍ୟଜନିତ ଗୌରବ) — ସୌନ୍ଦର୍ଯ୍ୟ ଗର୍ବ (ଦେଖ) — 1. Sa̲u̲ndarj̄ya garba (See)
  • ସଂ. ବି. (ମ. ପ. ଲୋ; ସୌନ୍ଦର୍ଯ୍ୟଜନିତ ଗୌରବ) — ( 6 ଷ୍ଠୀ ତତ୍) ସୌନ୍ଦର୍ଯ୍ୟର ମହିମା — (6ଷ୍ଠୀ ତତ୍) ସୌନ୍ଦର୍ଯ୍ୟର ମହିମା— . The majesty of beauty