ସୈନ୍ଧବୀ Sa̲i̱ndhabī
- ସଂ. ବି. ସ୍ତ୍ରୀ — ରାଗିଣୀବିଶେଷ — Name of a musical tune
- ସଂ. ବି. ସ୍ତ୍ରୀ — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ରାଗିଣୀ ଓ ଭୈରବ ରାଗର ପୁତ୍ରବଧୂରୂପେ କଳ୍ପିତା। ଏହା ଦିବସର ଦ୍ୱିତୀୟ ପ୍ରହରର ଦ୍ୱିତୀୟ ଘଡ଼ିରେ ଗେୟ—ହି. ଶ।]
- ବିଣ. ସ୍ତ୍ରୀ — ସିନ୍ଧୁଦେଶୀୟା — (female) Pertaining to Sindh
- ବିଣ. ସ୍ତ୍ରୀ — [ଉ—ହେମ ସାରସନେ ଗାଢ଼େ ବାନ୍ଧି ସିଂହକଟି; ଆସଇ ସୈନ୍ଧକୀ ଚମୂ—ରାଧାନାଥ, ମହାଯାତ୍ରା।]