ସୈନି Sa̲i̱ni

  • ଦେ. ବି. (ପଦ୍ଯ) (ସଂ. ସୈନ୍ଯ) — ସୈନ୍ଯ (ଦେଖ) — Sa̲i̱nya (See)
  • ଦେ. ବି. (ପଦ୍ଯ) (ସଂ. ସୈନ୍ଯ) — [ଉ— ତେଣେ ନାଶିଲେ ରୁଦ୍ର ସୈନି। ତା ଦେଖି ବେଗେ ଦେବ ମୁନି—ଜଗନ୍ନାଥ, ଭାଗବତ।]
  • ଦେ. ବି. (ପଦ୍ଯ) (ସଂ. ସୈନ୍ଯ) — କୌଣସି ବ୍ଯକ୍ତିଙ୍କ ଗହଣରେ ଆସିଥିବା ବହୁ ଅନୁଚର — A large body of followers or attendants accompanying a persons