ସୈନାପତ୍ୟ Sa̲i̱nāpatya

  • ସଂ. ବିଣ. (ସେନାପତି+ସମ୍ବନ୍ଧାର୍ଥେ. ୟ) — ସେନାପତି ସମ୍ବନ୍ଧୀୟ — Relating to a general
  • ବି (+ଭାବ ଓ କର୍ମ. ଯ) — ସେନାଧ୍ୟକ୍ଷତା — Generalship; the position of a commander