ସୈନ ସାମନ୍ତ Sa̲i̱na sāmanta

  • ଦେ. ବି. (ସହଚର ଶବ୍ଦ; ସଂ. ସୈନ୍ୟ ଓ ସାମନ୍ତ) — ରାଜାଙ୍କ ସଙ୍ଗେ ଯିବା ସେନା ଓ ସର୍ଦ୍ଦାର ଆଦି — Soldiers and noblemen accompanying a king
  • ଦେ. ବି. (ସହଚର ଶବ୍ଦ; ସଂ. ସୈନ୍ୟ ଓ ସାମନ୍ତ) — ବହୁ ସଂଖ୍ୟକ ଅନୁଚର — A large body of attandants