ସୈଂହଳୀ ପିପ୍ପଳୀ Sa̲i̱ṁhaḻī pippaḻī

  • ସଂ. ବି — ଏକପ୍ରକାର ପିପ୍ପଳୀ — A kind of long pepper
  • ସଂ. ବି — [ଦ୍ର—ବୈଦ୍ଯକ ମତରେ ଏହା କଟୂରସ, ଉଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ, କୋଷ୍ଠଶୋଧକ, ଏବଂ କଫ, ଶ୍ୱାସ ବାତ ଓ କୃମି— ନାଶକ।]