ସୈଂତିରିଶ Sa̲i̱ṁtiriṡa

  • ଦେ. ବି ଓ ବିଣ (ସଂଖ୍ୟାବାଚକ) (ସି. ସପ୍ତ— ତ୍ରିଂଶତ୍; ପାଲୀ—ସତତିସତି ପ୍ରା. ସତ୍ତିସଇ) — ତିରିଶଠାରୁ ସାତ ଅଧିକ — Thirty-seven