ସେହ୍ନା Sehnā
- ଦେ. ବି (ସଂ. ସନ୍ନାହ) — କବଚ; ସାଞ୍ଜୁ — Armour; coat of mail
- ଦେ. ବି (ସଂ. ସନ୍ନାହ) — [ଉ—ବିଶୀର୍ଣ୍ଣ କଲି ସେହ୍ନା ଅଙ୍ଗେ, ଦେଖି ଧାଇଁଲା ଅତି ବେଗେ। ଜଗନ୍ନାଥ, ଭାଗବତ।]
- ଦେ. ବି (ସଂ. ସନ୍ନାହ) — (ସଂ. ସ୍ନେହ) ସ୍ନେହ — Affection
- ଦେ. ବି (ସଂ. ସନ୍ନାହ) — ସହାୟ — Help
- ଦେ. ବି (ସଂ. ସନ୍ନାହ) — [ଉ—କାହିଁ କେତେ ନୋହିଛି ସ୍ନେହା—ଦୀନକୃଷ୍ଣ, ରସକଲ୍ଲୋଳ।]
- ବିଣ — ସ୍ନେହୀ — Loving; affectionate