ସେହୁଣ୍ଡ Sehuṇḍa
- ସଂ. ବି — ପତର ସିଝୁ; ମନସା ସିଝୁ — Uphorbia Nerrifolia
- ସଂ. ବି — [ଦ୍ର—ଏହା କଟୁରସ, ଗୁରୁପାକ, ତୀକ୍ଷ୍ଣ, ବିରେଚକ, ଅଗ୍ନି— ବର୍ଦ୍ଧକ ଏବଂ କଫ, ବାୟୁ, ଆମଦୋଷ, ଶୂଳ, ଉଦରାଧ୍ମାନ, ଉଦର ରୋଗ, ଗୁଳ୍ମ, ଅଷ୍ଠିଳା, ପ୍ଳୀହା, ଯକୃତ୍, ଜ୍ୱର, ପାଣ୍ଡୁ, ଶୋଥ, ଅର୍ଶଃ, କୁଷ୍ଠ, ଉନ୍ନାଦ ବ୍ରଣ, ମେହ, ଅଶ୍ମରୀ, ମେଦୋ ଦୋଷ— ଓ ବିଷଦୋଷର ଶାନ୍ତିକାରକ।
- ସଂ. ବି — ଏହାର ପତ୍ରର ରସ ବାହ୍ୟ ପ୍ରୟୋ— ଗରେ ଶୋଥରେ ବିଶେଷ ଉପକାରୀ।
- ସଂ. ବି — ଏ ଗଛର କ୍ଷୀର (ଅଠା) କଟୁରସ, ଉଷ୍ଣବୀର୍ଯ୍ୟ, ଲଘୁ— ପାକ, ସ୍ନିଗ୍ଧ ଏବଂ ଗୁଳ୍ମ, କୁଷ୍ଠ ଓ ଉଦର ରୋଗରେ ଉପକାରକ।]