ସେସନ୍ସ୍ ସୁପରଦ Sesans suprada

  • ବୈଦେ. ବି (କଚିରିଆ) — ଦଉରା ସୁପର୍ଦ୍ଦ; ଗୁରୁତର ଫଉଜ୍ଦାରୀ ମକଦମାମାନଙ୍କର ପ୍ରଥମେ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ତଦନ୍ତ ହେବା ପରେ ଆସାମୀ ଅପରାଧ କରିଥିବାର ସମ୍ଭାବନା ଦେଖାଗଲେ ଉକ୍ତ ଆସାମୀକୁ ସେସନ୍ ଜଜ୍ଙ୍କ କୋର୍ଟ୍କୁ ପ୍ରେରଣ — Commitment of an accused to the sessions after preliminary enquiry by a magistrate