ସେଶ୍ ପିଟ୍ Ses piṭ

  • ବୈଦେ. ବି (ଇଂ) — ଘର, ଖଞ୍ଜା ଓ ପାଇଖାନାରୁ ବୋହି ଯିବା ମଇଲା ପାଣି ଜମା ହେବା ପାଇଁ ନିର୍ମିତ ପକ୍କା କୁଣ୍ଡ — Cesspit; cesspool
  • ବୈଦେ. ବି (ଇଂ) — [ଦ୍ର—ଏଥିର ପରିଷ୍କରଣ ପାଇଁ ଗୃହ ସ୍ୱାମୀ ମିଉନିସି— ପାଲିଟିଙ୍କୁ ଅଧିକା ସେସ୍ ଦିଅନ୍ତି।]