ସେଲ୍ୟୁକସ୍ Selyu kas
- ବୈଦେ. ବି (ନାମ) — ଭାରତବିଜୟୀ ମହାବୀର ସିକନ୍ଦରଙ୍କ ସେନାପତି — Nikator Selucus; the name of a general of Alexander the Great who formed alliance with Chandragupta and ceded to him the Provinces west of the Indus, conquered by the Greeks
- ବୈଦେ. ବି (ନାମ) — [ଦ୍ର—ଏ ସିକନ୍ଦରଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟପୂର୍ବ 323 ଅବ୍ଦରେ ସିକନ୍ଦରଙ୍କ ବିଜୀତ ଭାରତବର୍ଷର ରାଜା ହେଲେ ଏବଂ ଭାରତ ଆକ୍ରମଣରେ ଅକୃତକାର୍ଯ୍ୟ ହୋଇ ଚନ୍ଦ୍ରଗୁପ୍ତଙ୍କ ସହିତ ସନ୍ଧି ସ୍ଥାପନ କଲେ। ଏ ସିନ୍ଧୁ ନଦୀର ପଶ୍ଚିମରେ ଥିବା ଗ୍ରୀକ୍ ଅଧିକୃତ୍ ପ୍ରଦେଶମାନଙ୍କୁ ଚନ୍ଦ୍ରଗୁପ୍ତଙ୍କୁ ଛାଡ଼ିଦେଇ ତତ୍ପରିବର୍ତ୍ତେ ଚନ୍ଦ୍ରଗୁପ୍ତଙ୍କଠାରୁ ଖ୍ରୀଷ୍ଟ ପୂର୍ବ 312 ରେ 500 ଗୋଟି ହାତୀ ଗ୍ରହଣ କରିଥିଲେ।] — [ଦ୍ର—ଏ ସିକନ୍ଦରଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟପୂର୍ବ323ଅବ୍ଦରେ ସିକନ୍ଦରଙ୍କ ବିଜୀତ ଭାରତବର୍ଷର ରାଜା ହେଲେ ଏବଂ ଭାରତ ଆକ୍ରମଣରେ ଅକୃତକାର୍ଯ୍ୟ ହୋଇ ଚନ୍ଦ୍ରଗୁପ୍ତଙ୍କ ସହିତ ସନ୍ଧି ସ୍ଥାପନ କଲେ ଏ ସିନ୍ଧୁ ନଦୀର ପଶ୍ଚିମରେ ଥିବା ଗ୍ରୀକ୍ ଅଧିକୃତ୍ ପ୍ରଦେଶମାନଙ୍କୁ ଚନ୍ଦ୍ରଗୁପ୍ତଙ୍କୁ ଛାଡ଼ିଦେଇ ତତ୍ପରିବର୍ତ୍ତେ ଚନ୍ଦ୍ରଗୁପ୍ତଙ୍କଠାରୁ ଖ୍ରୀଷ୍ଟ ପୂର୍ବ312ରେ500ଗୋଟି ହାତୀ ଗ୍ରହଣ କରିଥିଲେ]