ସେଲ୍ ଫରଦ୍ Sel pharad

  • ବୈଦେ. ବି (କଚିରିଆ) (ଇଂ ସେଲ୍ ଓ ଫା. ଫର୍ଦ୍ଦ) — କୌଣସି ସମ୍ପତ୍ତିର ଅଦାଲତ ଆଦିରେ ପ୍ରକାଶ୍ୟ ନିଲାମ କରାଯିବା ସମୟରେ ନିଲାମ କିଏ କିଏ ଡାକିଲେ ଓ କେତେ କେତେ ମୂଲ୍ୟରେ ଡାକିଲେ ଏହା ନିଲାମ କରିବା ହାକିମ ଯେଉଁ କାଗଜରେ ଲେଖନ୍ତି — Sale sheet