ସେର୍ ଆଲୀ Ser alī

  • ଦେ. ବି (ନାମ) — ଆଫଗାନିସ୍ଥାନବାସୀ ଜନୈକ ଆତ— ତାୟୀ — Sher Ali, name of an assassin of Lord Mayo in the Andamans in 1872
  • ଦେ. ବି (ନାମ) — [ଦ୍ର—ଭାରତର ବଡ଼ଲାଟ୍ ଲର୍ଡ଼ ମେୟୋ ଆଣ୍ଡାମାନ୍ ଦ୍ୱୀପ (କଳାପାଣି)କୁ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ସେଠାରେ ନରହତ୍ୟା ଯୋଗୁଁ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ ଭୋଗ କରୁଥିବା ଏହି ବ୍ଯକ୍ତି 1872 ସାଲରେ ବଡ଼ଲାଟଙ୍କ ଦେହରେ ଛୋରା ଭୁଷି ତାଙ୍କକୁ ମାରି ପକାଇଥିଲେ। ଏ ବ୍ଯକ୍ତି ଆଫଗାନିସ୍ଥାନବାସୀ, ଅଶ୍ୱାରୋହୀ ଅର୍ଦ୍ଦଳୀ — [ଦ୍ର—ଭାରତର ବଡ଼ଲାଟ୍ ଲର୍ଡ଼ ମେୟୋ ଆଣ୍ଡାମାନ୍ ଦ୍ୱୀପ (କଳାପାଣି)କୁ ପରିଦର୍ଶନ କରିବାକୁ ଯାଇଥିବା ସମୟରେ ସେଠାରେ ନରହତ୍ୟା ଯୋଗୁଁ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ ଭୋଗ କରୁଥିବା ଏହି ବ୍ଯକ୍ତି1872ସାଲରେ ବଡ଼ଲାଟଙ୍କ ଦେହରେ ଛୋରା ଭୁଷି ତାଙ୍କକୁ ମାରି ପକାଇଥିଲେ ଏ ବ୍ଯକ୍ତି ଆଫଗାନିସ୍ଥାନବାସୀ, ଅଶ୍ୱାରୋହୀ ଅର୍ଦ୍ଦଳୀ(orderly)କାର୍ଯ୍ୟ କରୁଥିଲା ପରେ ଏ ନରହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ ଆଣ୍ଡାମାନ ଦ୍ୱୀପରେ ଯାବଜ୍ଜୀବନ ଦ୍ୱୀପାନ୍ତର ଦଣ୍ଡ ଭୋଗ କରୁଥିବା ଅବସ୍ଥାରେ ବଡ଼ଲାଟଙ୍କୁ ହତ୍ୟା କଲା ଓ ଏଥିର ଦଣ୍ଡସ୍ୱରୂପ ଫାସୀ ପାଇଲା]