ସେର ପୂରିଲା (ତାର) Sera pūrilā
- ଦେ. ବାକ୍ୟ — ବିଧିନିର୍ଦ୍ଧାରିତ ଆୟୁଷ୍କାଳ ଶେଷ ହେଲା; ମରଣସମୟ ଉପସ୍ଥିତ ହେଲା — The appointed time (of death) is come; one's preordained time of dissolution is at hand
- ଦେ. ବାକ୍ୟ — [ଉ—ଦେଖୁ ଦେଖୁ ସେର ପୂରିଲା। ଦୁର୍ଲଭ ମାନବ ଜନ୍ମ ବୃଥା ସରିଲା—ନୀଳମଣି ମିଶ୍ର, ଆତ୍ମ— ନିବେଦନ।]