ସେମିଟିକ୍ Semiṭik

  • ବୈଦେ. ବିଣ (ହେବ୍ରୁ ସେମ୍ ନାମରୁ) — ହେବ୍ରୁ ଜାତୀୟ ସେମ୍ ନାମକ ବ୍ଯକ୍ତିଙ୍କ ବଂଶଧର ଓ ସେମାନଙ୍କ ଭାଷା ସମ୍ବନ୍ଧୀୟ — Relating to the descendants of Shem and their language Semitic
  • ବି — ମନୁଷ୍ୟମାନଙ୍କର ଆଧୁନିକ ବର୍ଗର ଶାଖା ବିଶେଷ — A branch of the people on the world according to the modern classification; the semitic branch of humanity
  • ବି — [ଦ୍ର—ଏହି ବର୍ଗରେ ପ୍ରାଚୀନ ଓ ଆଧୁନିକ ଇହୁଦୀ, ଆରବୀ, ସୀରୀୟ, ମିଶ୍ର ଦେଶୀୟ, ଆଦି ଲୋହିତ ସାଗରର ଉପକୂଳବାସୀ ଜାତିମାନେ ଅନ୍ତର୍ଭୁକ୍ତ। ମୋସେସ୍ ଯୀଶ୍ୁ, ମହମ୍ମଦ, ଏହି ବର୍ଗରେ ପରିଚିତ। ଏ ବର୍ଗ ଆର୍ଯ୍ୟ ବର୍ଗଙ୍କ ଠାରୁ ପୃଥକ୍। ହି. ଶ]
  • ବି — ଉପର୍ଯ୍ୟୁକ୍ତ ବର୍ଗର ବ୍ଯକ୍ତିମାନଙ୍କ କଥିତ ଭାଷାମାନ — The Smitic languages
  • ବି — [ଦ୍ର—ଇବରାନୀ, ଆରବୀ, ଆସୀରୀୟ, ଫିନିସୀୟ, ଭାଷାମାନ ଏହି ବର୍ଗର ଅନ୍ତର୍ଗତ। ଏହା ଆର୍ଯ୍ୟ— ବର୍ଗୀୟ ଭାଷାମାନଙ୍କଠାରୁ ପୃଥକ୍। ହି. ଶ।]