ସେଭିଙ୍ଗ୍ସ ବେଙ୍କ Sebhings beṅk
- ବୈଦେ. ବି (ଇଂ) — ଡାକଘରେ ଏକ ବିଭାଗ କିମ୍ବା ଅନ୍ଯ ବାଙ୍କ୍, ଯହିଁରେ ଲୋକେ ଉଦ୍ବୃତ୍ତ ଧନ ଜମା ରଖନ୍ତି ଓ ଆବଶ୍ୟକବେଳେ ଆଣନ୍ତି ଏବଂ ଟଙ୍କା ଯେତେ ଦିନ ଜମା ରହେ ସେତେଦିନ ପାଇଁ ଜମା ଟଙ୍କାର କିଛି ସୁଧ ପାଆନ୍ତି — Savings Bank
- ବୈଦେ. ବି (ଇଂ) — [ଦ୍ର—ଡାକ ଘରର ସେଭିଙ୍ଗସ୍ ବାଙ୍କ୍କୁ ପୋଷ୍ଟାଲ୍ ସେଭିଙ୍ଗସ୍ ବାଙ୍କ୍ — Postal Savings Bankକହନ୍ତି]