ସେଭିଙ୍ଗସ୍ ବ୍ୟାଙ୍କ Sebhiṇgs byāṇk

  • ବୈଦେ. ବି (ଇଂ) — ଯେଉଁ ଠାରେ ଲୋକେ ନିଜ ନିଜର ଉଦ୍ବୃତ୍ତ ଧନକୁ ଭବିଷ୍ୟତ ପାଇଁ ଗଚ୍ଛିତ ରଖନ୍ତି ଓ ଆବଶ୍ୟକ ପଡ଼ିଲେ ସେଠାରୁ ଧନ ଆଣି ପାରନ୍ତି (ଏଥିରେ କିଛି ସୁଧ ମଧ୍ୟ ମିଳେ) — Savings bank