ସେବ Seba

  • ସଂ. ବି (ସେବ୍ ଧାତୁ+କର୍ମ. ଅ) — ସେଉ ଫଳ (ତୁଳ. ଫା. ସେବ୍); (ଭାବପ୍ରକାଶ) — Apple; Pyrus Malus
  • ସଂ. ବି (ସେବ୍ ଧାତୁ+କର୍ମ. ଅ) — (+ଭାବ ଅ) ସେବା (ଦେଖ) — Sebā (See)
  • ଦେ. ବି. ସ୍ତ୍ରୀ (ସେବତୀ) — ସେବତୀର ଡାକ ନାମ — Nickname for sebatī