ସେବା ଦାସୀ Sebā dāsī
- ଦେ. ବି (ସେବା ନିମିତ୍ତ ରକ୍ଷିତା ଦାସୀ) — ଦେବ— ସେବା ପାଇଁ ରକ୍ଷିତା ଦାସୀ — Maid servants entertained in a temple for performing the services of Idols
- ଦେ. ବି (ସେବା ନିମିତ୍ତ ରକ୍ଷିତା ଦାସୀ) — ପ୍ରଭୃଙ୍କର ସେବାକାରିଣୀ ଦାସୀ — A maid servant engaged for serving a master
- ଦେ. ବି (ସେବା ନିମିତ୍ତ ରକ୍ଷିତା ଦାସୀ) — [ଉ—ଏ କିଣା କିଙ୍କରୀ ସେବାଦାସୀ ସିନା ଦେବ ଚରଣେ ତୁମ୍ଭର—ଚିନ୍ତାମଣି, ବିକ୍ରମାଦିତ୍ୟ।]
- ଦେ. ବି (ସେବା ନିମିତ୍ତ ରକ୍ଷିତା ଦାସୀ) — ଦାକ୍ଷିଣାତ୍ୟରେ ମନ୍ଦିରମାନଙ୍କରେ ରକ୍ଷିତା ଅବିବାହିତା ରମଣୀ ଓ ନର୍ତ୍ତକୀ; ଜଗନ୍ନାଥ ଦେଉଳର ମାହାରୀ — Damsels and ummarried girls kept in temples for dancing before the Idol
- ଦେ. ବି (ସେବା ନିମିତ୍ତ ରକ୍ଷିତା ଦାସୀ) — ଉପଭୋଗାର୍ଥ ରକ୍ଷିତା ସ୍ତ୍ରୀ — A concubine
- ଦେ. ବି (ସେବା ନିମିତ୍ତ ରକ୍ଷିତା ଦାସୀ) — କୌଣସି କୌଣସି ସମ୍ପଦ୍ରାୟ ଭୁକ୍ତ ବୈଷ୍ଣବଙ୍କର ରକ୍ଷିତା ଅଙ୍ଗଲଗା ମାତାଜୀ — Concubines entertained by a sect of Ba̲i̱shṇabas for administering to the personal comforts and animal wants of the latter