ସେବା କାକୁ Sebā kāku

  • ସଂ. ବି (ମ. ପ. ଲୋ) — ସେବା କରିବା ସମୟରେ ସେବକଙ୍କ କଣ୍ଠସ୍ୱରର ପରିବର୍ତ୍ତନ (କେତେବେଳେ ଉଚ୍ଚ; କେତେବେଳେ ନୀଚ, କେତେବେଳେ କୋମଳ କେତେବେଳେ ମଧୁର) (ହି. ଶ) — Modulation or change of voice during service (Apte)