ସେବନ କରିବା Sebana karibā

  • ଦେ. କ୍ରି — ସେବା କରିବା; ପରିଚର୍ଯ୍ୟା କରିବା — To serve; to tend
  • ଦେ. କ୍ରି — [ଉ— ଅଷ୍ଟ ଆୟୁଧ କରେ ଛନ୍ତି। ସେବକ ସେବନ କରନ୍ତି —ଜଗନ୍ନାଥ, ଭାଗବତ।]
  • ଦେ. କ୍ରି — (ଔଷଧାଦି ଖାଇବା — To take (medicine); to partake of
  • ଦେ. କ୍ରି — (ବାୟୁ) ସେବନ କରିବା; (ବାୟୁକୁ) ଦେହରେ ଉପଭୋଗ କରିବା — To take (in airing) to enjoy
  • ଦେ. କ୍ରି — (ଖରା) ପୋଇଁବା — To bask (in the sun)
  • ଦେ. କ୍ରି — (ମଦ୍ୟ) ପାନ କରିବା — To drink (wine)
  • ଦେ. କ୍ରି — (ଦେବତାଙ୍କୁ) ଉପାସନା କରିବା — To worship (a Deity)