ସେବତୀ ଫୁଲ Sebatī phula

  • ଦେ. ବି — ସେବତୀ (ଦେଖ) — Sebatī (See)
  • ଦେ. ବି — (ବଣିଆ ଶବ୍ଦ) ସ୍ତ୍ରୀଲୋକ— ମାନଙ୍କ ବାଳରେ ଖୋସାଯିବା ପାଇଁ ସେବତୀ ଫୁଲ ପରି କାରୁକାର୍ଯ୍ୟବିଶିଷ୍ଟ ସୁନାର ବା ରୂପାର ଅଳଙ୍କାରବିଶେଷ — Name of an ornament of gold or silver for the hair