ସେଫ୍ଟି ଭଲ୍ଭ୍ Seph-ṭi bhālbh

  • ବୈଦେ. ବି (ଇଂ) — ବାଷ୍ପୀୟ କଳ ଆଦିରେ ବାଷ୍ପର ବେଗ ବେଶି ହୋଇଗଲେ ଅଧିକା ବାଷ୍ପ ଛାଏଁ ବାହାରି ଯିବା ପାଇଁ ଉକ୍ତ କଳରେ ଲାଗିଥିବା କବାଟୀ — Safety valve