ସେନ୍ଦ୍ରିୟ Sendriya

  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ +ଇନ୍ଦ୍ରିୟ) — ଇନ୍ଦ୍ରିୟ ବିଶିଷ୍ଟ — Having organs of sense
  • ସଂ. ବିଣ (ସହାର୍ଥ ବହୁବ୍ରୀହି; ସ +ଇନ୍ଦ୍ରିୟ) — ପୁଂସ୍ତ୍ୱବିଶିଷ୍ଟ (ହି. ଶ) — Virile; having virility