ସେନେହୀ Senehī

  • ଗ୍ରା. ବିଣ. (ପୁଂ ଓ ସ୍ତ୍ରୀ) (ସଂ. ସ୍ନେହୀ) — ସ୍ନେହଶୀଳ — Affectionate; loving
  • ଗ୍ରା. ବିଣ. (ପୁଂ ଓ ସ୍ତ୍ରୀ) (ସଂ. ସ୍ନେହୀ) — [ଉ—ବନ୍ଦିତ ପତିରେ ହୋଇ ଉଦିତ ସେନେହୀ—ଭଞ୍ଜ, ବୈଦେହୀଶବିଳାସ।]