ସେନେହା Senehā

  • ଗ୍ରା. ବିଣ. ପୁଂ — ସେନେହୀ (ଦେଖ) — Senehī (See)
  • ବି— (ପ୍ରାଚୀନ ପଦ୍ଯ); (ସଂ. ସ୍ନେହ) — ସ୍ନେହ — Love
  • ବି— (ପ୍ରାଚୀନ ପଦ୍ଯ); (ସଂ. ସ୍ନେହ) — [ଉ—ପଳାଇ ନ ସମ୍ଭାଳୁ ତାହା। ତେମନ୍ତ କୃଷ୍ଣର ସେନେହା—ଜଗନ୍ନାଥ, ଭାଗବତ।]