ସେନାବାସ Senābāsa

  • ସଂ. ବି ( 6 ଷ୍ଠୀ ତତ୍ ସେନା+ଆବାସ) — ସେନା ନିବାସ (ଦେଖ) — Senā nibāsa (See)
  • ସଂ. ବି ( 6 ଷ୍ଠୀ ତତ୍ ସେନା+ଆବାସ) — ଡେରା; ତମ୍ବୁ (ହି.ଶ) — Tent