ସେନାପତି Senāpati

  • ସଂ. ବି ( 6 ଷ୍ଠୀ ତତ୍) — ସେନାନୀ; ସୈନ୍ୟାଧ୍ୟକ୍ଷ — A Commander; a general
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର— ମତ୍ସ୍ୟପୁରାଣ ରାଜଧର୍ମ 189 ଅଧ୍ୟାୟରେ ସେନାପତିଙ୍କ ଆବଶ୍ୟକ ଲକ୍ଷଣମାନ ଲିପିବଦ୍ଧ ହୋଇଅଛି। ଯଥା— କୁଳୀନ, ଶୀଳସମ୍ପନ୍ନ, ଧନୁର୍ବେଦବିଶାରଦ, ହସ୍ତ୍ୟଶ୍ୱ— ଶାସ୍ତ୍ରରେ କୁଶଳ, ମଧୁରଭାଷୀ, ନିମିତ୍ତଜ୍ଞ, ଶକୁନିଜ୍ଞ, ଚିକିତ୍ସା— ଶାସ୍ତ୍ରଜ୍ଞ, ସ୍ୱାମିଭକ୍ତି, ଶାସ୍ତ୍ରଜ୍ଞ, ଶସ୍ତ୍ରଜ୍ଞ, ରଣବିଦ୍ୟାପଟୁ, ସୁଧୀର ବ୍ରାହ୍ମଣଙ୍କୁ ବା ଷତ୍ରିୟଙ୍କୁ ରାଜା ସେନାପତି ପଦରେ ବରିଣ କରିବେ।] — [ଦ୍ର— ମତ୍ସ୍ୟପୁରାଣ ରାଜଧର୍ମ189ଅଧ୍ୟାୟରେ ସେନାପତିଙ୍କ ଆବଶ୍ୟକ ଲକ୍ଷଣମାନ ଲିପିବଦ୍ଧ ହୋଇଅଛି ଯଥା— କୁଳୀନ, ଶୀଳସମ୍ପନ୍ନ, ଧନୁର୍ବେଦବିଶାରଦ, ହସ୍ତ୍ୟଶ୍ୱ— ଶାସ୍ତ୍ରରେ କୁଶଳ, ମଧୁରଭାଷୀ, ନିମିତ୍ତଜ୍ଞ, ଶକୁନିଜ୍ଞ, ଚିକିତ୍ସା— ଶାସ୍ତ୍ରଜ୍ଞ, ସ୍ୱାମିଭକ୍ତି, ଶାସ୍ତ୍ରଜ୍ଞ, ଶସ୍ତ୍ରଜ୍ଞ, ରଣବିଦ୍ୟାପଟୁ, ସୁଧୀର ବ୍ରାହ୍ମଣଙ୍କୁ ବା ଷତ୍ରିୟଙ୍କୁ ରାଜା ସେନାପତି ପଦରେ ବରିଣ କରିବେ]
  • ସଂ. ବି ( 6 ଷ୍ଠୀ ତତ୍) — କାର୍ତ୍ତିକେୟ — God Kārttikeya
  • ଦେ. ବି — ଖଣ୍ଡାଏତଙ୍କ ବଂଶୋପାଧିବିଶେଷ — A Family title of some Khaṇdāyetas
  • ଦେ. ବି — ବଳଭଦ୍ର ଗୋତ୍ରୀ ବା ମାସ୍ତାନ ବ୍ରାହ୍ମଣଙ୍କର ବଂଶୋପାଧିବିଶେଷ — A family title of some Māstāna Brāhmaṇas