ସେନାଚର Senāchara

  • ସଂ. ବିଣ (ସେନା+ ଚର୍ ଧାତୁ+ କର୍ତ୍ତୃ. ଅ) — ସୈନ୍ୟାନୁଗାମୀ; ସୈନ୍ୟ ସହ ଗମନ କରୁଥିବା — Accompanying an army
  • ବି — ସୈନ୍ୟଭୁକ୍ତ ବ୍ଯକ୍ତି — A person enrolled as a member of the force