ସେନାଙ୍ଗ Senāṅga

  • ସଂ. ବି ( 6 ଷ୍ଠୀ ତତ୍) — ସେନାର 4 ଗୋଟି ଅଙ୍ଗ — ସେନାର4ଗୋଟି ଅଙ୍ଗ— The 4 Component parts of an army
  • ସଂ. ବି ( 6 ଷ୍ଠୀ ତତ୍) — [ଯଥା— ହସ୍ତୀ—ହସ୍ତ୍ୟାରୋହୀ ସେନା, ଅଶ୍ୱ—ଅଶ୍ୱାରୋହୀ ସେନା, ରଥ—ରଥାରୋହୀ ସେନା, ପଦାତି—ପଦଚାରୀ ସେନା]