ସେନା ବ୍ୟୁହ Senā byūha

  • ସଂ. ବି ( 6 ଷ୍ଠୀ ତତ୍) — ଯୁଦ୍ଧ ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଓ ଦାଉ ଜାଗାମାନଙ୍କରେ ସେନାର ଭିନ୍ନ ଭିନ୍ନ ଅଙ୍ଗର ବା ଅଂଶର କୌଶଳପୂର୍ଣ୍ଣ ସ୍ଥାପନ — Battle array