ସେନା ପାଳ Senā pāḻa

  • ସଂ. ବି (ପୁଂ) — ସୈନ୍ୟପାଳକ — The maintainer of an army
  • ସଂ. ବି (ପୁଂ) — ସେନାଧ୍ୟକ୍ଷ; ସେନାପତି — A commander; a gerenal
  • ସଂ. ବି (ପୁଂ) — [ଉ—ହେଲା ରାଜମାନଙ୍କ ମଧ୍ୟେ ସେନାପାଳ— କୃଷ୍ଣସିଂହ, ମହାଭାରତ, ସଭା।]