ସେଦ୍ଧବ୍ୟ Seddhabya

  • ସଂ. ବିଣ. (ସିଧ୍ ଧାତୁ+ କର୍ମ. ତବ୍ୟ) — ନିବାରିତ ହେବାର ଯୋଗ୍ୟ — Fit to be prevented or prohibited
  • ସଂ. ବିଣ. (ସିଧ୍ ଧାତୁ+ କର୍ମ. ତବ୍ୟ) — ଯାହା ନିବାରିତ ବା ନିଷିଦ୍ଧ ହେବ — About to be prohibited