ସେତ୍ଖାନା Setkhānā
- ବୈଦେ. ବି (ଆ. ସେହତ୍+ଫା. ଖାନା; ସେହତ୍; =ଆରାମ, ସୁଖ, ରୋଗମୁକ୍ତ) — ପାଇ— ଖାନା — Latrine; privy
- ବୈଦେ. ବି (ଆ. ସେହତ୍+ଫା. ଖାନା; ସେହତ୍; =ଆରାମ, ସୁଖ, ରୋଗମୁକ୍ତ) — ମଳ ମୂତ୍ର ଓ ସ୍ନାନାଦି କରିବା ପାଇଁ ଜାହାଜରେ ଓ ରେଳ ଗାଡ଼ିରେ ଥିବା ଛୋଟ କୋଠରୀ — Lavatory in a ship or railway train