ସେତୁକୃତ Setukṛuta

  • ଦେ. ବିଣ (ସଂ. ସେତୁକୃତ୍) — ସେତୁ ବନ୍ଧନକାରୀ — Constructing an embankment
  • ଦେ. ବିଣ (ସଂ. ସେତୁକୃତ୍) — [ଉ— ବିଶାଳ ଜାନୁ ସେତୁକୃତ ଦଶାସ୍ୟ ଜଘାନ ଜଂଘା ପ୍ରତାରୁ—ଭଞ୍ଜ ବୈଦେହୀଶବିଳାସ।]