ସେତୁ ପତି Setu pati

  • ଦେ. ବି — ଦାକ୍ଷିଣତ୍ୟର ମଦୁରା ଜିଲ୍ଲାର ଅନ୍ତର୍ଗତ ରାମନଦ ରାଜ୍ୟର ରାଜାଙ୍କ ବଂଶାନୁଗତ ଉପାଧି — The family title of the Raja of Ramnad estate in South India