ସେଣ୍ଟ୍ରାଲ୍ ହିନ୍ଦୁ କଲେଜ୍ Seṇṭrāl hindu kalej
- ବୈଦେ. ବି (ନାମ — ସ୍ୱର୍ଗତା ଆନୀବୋସାଣ୍ଟ୍ଙ୍କ ପ୍ରତିଷ୍ଠିତ ବନାରସ (କାଶୀ)ସ୍ଥ ଉଚ୍ଚ ବିଦ୍ୟାଳୟ — The Central Hindu college of Benares (started by the late Anne Besant.)
- ବୈଦେ. ବି (ନାମ — [ଦ୍ର—ଏଥିର ସଂକ୍ଷିପ୍ତ ବିବରଣ ପାଇଁ ପଣ୍ଡିତ କୁଳମଣି ଦାଶଙ୍କ 'ହିମାଳୟ ପଥେ' ଗ୍ରନ୍ଥ ଦ୍ରଷ୍ଟବ୍ୟ।]