ସେଣ୍ଟ୍ରଲ୍ Seṇṭral

  • ବୈଦେ. ବିଣ (ଇଂ) — କୈନ୍ଦ୍ରିକ — Central
  • ବୈଦେ. ବିଣ (ଇଂ) — [ଦ୍ର—ଏହା ଅନ୍ଯ ଇଂରାଜି ଶବ୍ଦ ପୂର୍ବେ ଯୁକ୍ତ ହୁଏ। ଯଥା—ସେଣ୍ଟ୍ରାଲ୍ କଲେଜ୍, ସେଣ୍ଟ୍ରାଲ୍ ଜେଲ୍, ସେଣ୍ଟ୍ରାଲ୍ ଡିଭିଜନ, ସେଣ୍ଟ୍ରାଲ ଷ୍ଟେସନ୍]