ସେଟଲ୍ମେଣ୍ଟ୍ ପରଚା Seṭal-meṇṭ parachā

  • ବୈଦେ. ବି (ଇଂ. ସେଟଲ୍ମେଣ୍ଟ୍+ଇଂ. ପାର୍ଚ୍ମେଣ୍ଟ୍) — ଭୂସ୍ୱତ୍ତ୍ୱ ଲିପିର ସର୍ବ—ଶେଷରେ ପ୍ରକାଶିତ ହେବା ପୂର୍ବରୁ ପ୍ରଜାଙ୍କୁ ଓ ଭୂମ୍ୟଧିକାରୀଙ୍କୁ ହାଲ୍ ଜଣାଇ ଦେବା ପାଇଁ ଯେଉଁ ଟିପା କାଗଜ ମିଳେ — Slips of paper or notes supplied to the raiyats and the landowners (containing a memo of the holdings) before final publication