ସେଟଲ୍ମେଣ୍ଟ୍ ପଟା Seṭal-meṇṭ paṭā
- ଦେ. ବି (ଇଂ. ସେଟଲ୍ମେଣ୍ଟ୍+ସଂ ପଟ୍ଟ) — ସେଟଲ୍ମେଣ୍ଟ୍ ହାକିମଙ୍କ ଦ୍ୱାରା ନିଷ୍ପତ୍ତି ହୋଇଥିବା ଭୂସ୍ୱତ୍ତ୍ୱ ଲିପି — Settlement record-of-rights
- ଦେ. ବି (ଇଂ. ସେଟଲ୍ମେଣ୍ଟ୍+ସଂ ପଟ୍ଟ) — [ଦ୍ର—ଏହାର ମୂଳ ଲେଖ ସରକାରୀ ମହାଫିସ ଖାନାରେ ରହେ ଓ ଗୋଟିଏ ନକଲ ଜମିଦାରଙ୍କୁ ଓ ଗୋଟିଏ ନକଲ ପ୍ରଜାଙ୍କୁ ଦିଆଯାଏ।]